Month: June 2022

ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆ ଗ୍ରାମରେ ପୋଲିସର ଚଢ଼ାଉ : ଏକ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ : ଘଟଣାରେ ଦୁଇ ଗିରଫ

ଖୋର୍ଦ୍ଧା: ୨୮/୬(ପ୍ରବାହ ନିୟୁଜ) ଗତ ୨୬ତାରିଖରେ ଏସଟିଏଏଫ ହାତରେ ଖୋର୍ଦ୍ଧା ବରୁଣେଇ ଅଞ୍ଚଳରୁ ଏକ କୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନ ସୁଗାର ସହିତ ଚାରି ଜଣ ଯୁବକ...