ଇନ୍ଦ୍ରିୟା ଜୁଏଲାରୀ ଭୁବନେଶ୍ୱରଠାରେ ଆଉ ଏକ ନୂତନ ଷ୍ଟୋର ଖୋଲିବା ସହିତ ଓଡ଼ିଶାରେ ନିଜରଉପସ୍ଥିତିକୁ ଅଧିକ ଶୃଦୁଢ କରିଛି

0
download (1)

ଜନପଥଠାରେ ଅବସ୍ଥିତ ଇନ୍ଦ୍ରିୟାର ଏହି ନୂତନ ଷ୍ଟୋରରେ ବିବାହ, ପର୍ବପର୍ବାଣୀ, ସମସାମୟିକ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ୩୨,୦୦୦ର ୁ ଅଧିକ ଅତ୍ୟାଧୁନିକ ଗହଣା ଡ଼ିଜାଇନ ପ୍ରଦର୍ଶିତ ହେଉଛ । ୨୦୨୬: ଆଦିତ୍ୟ ବିର୍ଲା ଗ୍ରୁପର ଗହଣା ବ୍ରାଣ୍ଡ ଇନ୍ଦ୍ରୟିା, ଭୁବନେଶ୍ୱରର ସହିଦ ନଗର ଠାରେ ନିଜର ନୂତନ ଷ୍ଟୋର ଖୋଲି ଓଡି଼ଶାରେ ନିଜର ବ୍ୟବସାୟିକ ଉପସ୍ଥିତକି ୁ ଆହୁରି ସୁଦୃଢ଼ କରିଛି ଓଡ଼ିଶାରେ ଏହା ବ୍ରାଣ୍ଡର ୫ମ ଷ୍ଟୋର ଏବଂ ଏହି ସାଂସ୍କୃତିକ ଭାବେ ଗୁରୁତ୍ୱପୂର୍ଣ୍ଣ ବଜାରରେ ନିଜର ପ୍ରସାର କରିବା ପାଇଁ ଇନ୍ଦ୍ରିୟାର ପ୍ରତିବଦ୍ଧତାକୁ ଦର୍ଶାଉଛି ।ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ସହିଦ ନଗରର ଜନପଥ ରୋଡ଼ରେ ରହିଥିବା ଏହି ନୂତନ ଷ୍ଟୋରଟି ଏଭଳି ଏକ ସହରରେ ଗ୍ରାହକଙ୍କ ସହ ଯୋଡ଼ ି ହେବ, ଯେଉଁଠାରେ ଗହଣା କିଣାକିଣି ପାରମ୍ପରିକ ଭାବେ ବିଶ୍ୱାସ ଏବଂ ଦୀର୍ଘଦିନର ସମ୍ପର୍କ ଉପରେ ଆଧାରତି ହେବ । ଅନ୍ୟପଟେ, ଆଜରି ନୂତନ ପିଢ଼ରି ଗ୍ରାହକମାନେ ଆଧୁନିକ ଡ଼ଜିାଇନ ପ୍ରମାଣିତ କାରିଗରୀ


ଏବଂ ଏକ ଉନ୍ନତ ସପିଙ୍ଗ ଅନୁଭୂତି ଚାହୁଁଛନ୍ତି । ନିଜର ସ୍ୱତନ୍ତ୍ର କଲେକ୍ସନ ଏବଂ ଅନୁଭୂତି ଭିତିକ ଖୁଚୁରା ଫର୍ମାଟ ସହିତ ଇନ୍ଦ୍ରିୟା ଭୁବନେଶ୍ୱରର ବିବାହ ସାମଗ୍ରୀ କିଣୁଥିବା ଗ୍ରାହକ, ଆଧୁନିକ ଚାକିରିଆ, ଉପହାର ଦେବା ପାଇଁ ଏବଂ ଦୈନନ୍ଦିନ ବ୍ୟବହାର ଲାଗି ଗହଣା ଖୋଜୁଥିବା ସମସ୍ତ ବର୍ଗର ଗ୍ରାହକଙ୍କ ବଦଳୁଥିବା ପସନ୍ଦକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଇନ୍ଦ୍ରିୟାର ନୂତନ ଷ୍ଟୋର ବିବାହ ଗହଣା, ପାର୍ବଣ କଲେକ୍ସନ, ସମସାମୟିକ ଉନ୍ନତ ପିସ ଏବଂ ହାଲୁକା ଦୈନନ୍ଦିନ ବ୍ୟବହାର୍ଯ୍ୟ ଗହଣା ମଧ୍ୟରେ ୩୨,୦୦୦ରୁ ଅଧିକ ଡ଼ିଜାଇନର ଏକ ବିସ୍ତୃତ ସମ୍ଭାର ନେଇ ଆସିଛି । ନିଜର ଡ଼ିଜାଇନକୁ ପ୍ରାଥମିକତା ଦେବା ଏଭଳି ଦର୍ଶନକୁ ବଜାୟ ରଖି, ଇନ୍ଦ୍ରିୟା ବିଭିନ୍ନ ଶୈଳୀ, ଉତ୍ସବ ଏବଂ ପସନ୍ଦ ଅନୁଯାୟୀ ଗହଣା ପ୍ରଦାନ କରୁଛି, ଯାହା ଗ୍ରାହକମାନଙ୍କ ୁ ଏଭଳି ଗହଣା ଖୋଜିବାରେ ସାହାଯ୍ୟ କରେ ଯାହା ଉଭୟ ପରମ୍ପରା ସହିତ ଜଡ଼ତି ଏବଂ ଆଧୁନିକ ଅଭିବ୍ୟକ୍ତି ପାଇଁ ପ୍ରାସଙ୍ଗିକ ମନେ ହୁଏ । ଏଥି ସହିତ ଏକ ଚନ୍ତି ।ଶୀଳ ଭାବେ ଡ଼ଜି ।ଇନ କରାଯାଇଥିବା ଖୁଚୁରା ପରିବେଶ ରହିଛି ଯେଉଁଥିରେ କାରିଗରୀ ରୁମ୍ ଭଳି ସ୍ୱତନ୍ତ୍ର ସ୍ଥାନ ସାମିଲ ଅଛି, ଯାହା ପ୍ରତ୍ୟେକ ଗ୍ରାହକଙ୍କ ଭ୍ରମଣକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିଥାଏ ।


ଏହି ଶୁଭାରମ୍ଭ ସହିତ, ଇନ୍ଦ୍ରିୟା ଓଡି଼ଶାରେ ନିଜର ରିଟେଲ ଉପସ୍ଥତିକୁ ଆହୁରି ମଜବୁତ ୍ କରିବା ଜାରି ରଖିଛି, ଯାହା ଭୁବନେଶ୍ୱର ଏବଂ ଆଖପାଖ ଅଂଚଳର ଗ୍ରାହକମାନଙ୍କ ନିକଟକୁ ଏହାର ବ୍ୟାପକ ଗହଣା ପୋର୍ଟଫୋଲିଓ ଏବଂ ସ୍ୱତନ୍ତ୍ର ଇନଷ୍ଟୋର ଅନୁଭୂତିକୁ ଆଣିାରିଛି । ଏହି ଅବସରରେ ମତ ରଖି ଇନ୍ଦ୍ରିୟାର ସିଇଓ, ସନ୍ଦୀପ କୋହଲି, କହିଛନ୍ତି, “ଭୁବନେଶ୍ୱରରେ ଗହଣା କିଣିବା କ୍ଷେତ୍ରରେ ବିଶ୍ୱାସ ସବୁବେଳେ ସବୁଠାରୁ ଗୁରୁତ୍ୱ ୂର୍ଣ୍ଣ ରହିଆସିଛି, ଏବଂ ଏହା ହିଁ ଏହି ବଜାରକୁ ଆମ ପାଇଁ ବିଶେଷ ଭାବେ ଅର୍ଥପୂର୍ଣ୍ଣ କରିଥାଏ । ଆଜିର ସମୟରେ ଆଉ ଏକ ରୋମାଂଚକର ବିଷୟ ହେଉଛି ବଦଳୁଥିବା ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଗହଣା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି, ସେ ପାରମ୍ପରିକ ଡ଼ିଜାଇନ ବାହାରକୁ ଯାଇ କିଛି ନୂଆ ଖୋଜୁଥିବା କନ୍ୟା ହେଉ, ପ୍ରାକୃତିକ ହୀରାରେ ନିବେଶ କରୁଥିବା ଜଣେ ଯୁବ ଚାକିରିଆ ହେଉ, କିମ୍ବା ନିଜର ଦୈନନ୍ଦିନ ଛୋଟ ବଡ଼ ସଫଳତାକୁ ସ୍ମରଣୀୟ କରିବା ପାଇ ଁ କିଛି ଖାସ ଗହଣା ଚାହୁଁଥିବା ବ୍ୟକ୍ତି ହେଉ । ଆମେ ଇନ୍ଦ୍ରିୟାରେ ବାସ୍ତବିକତା ଏବଂ ଅସାଧାରଣ କାରିଗରୀର ମୂଳଦୁଆ ଉପରେ ରହି ଏହି ସମସ୍ତ ବିବିଧ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଅତି ଯତ୍ନର ସହ ଆମର କଲେକ୍ସନ ପ୍ରସ୍ତତୁ କରିଛୁ ସହିଦ ନଗରରେ ଆମର ନୂତନ ଷ୍ଟୋର ଓଡି଼ଶ।।

ରେ ଆମର ଉପସି୍ଥତି କୁ ଅଧିକ ମଜବୁତ କରିବା ଏବଂ ସହରର ଗ୍ରାହକମାନଙ୍କୁ ଇନ୍ଦିୟ୍ରାର ଅନୁଭୂତି ଅତି ନିକଟରୁ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।” ଯେହେତୁ ଇନ୍ଦ୍ରିୟା ସାରା ଭାରତରେ ନିଜର ଖୁଚୁରା ବ୍ୟବସାୟର ସମ୍ପ୍ରସାରଣ ଜାରି ରଖିଛି, ଓଡ଼ିଶା ବ୍ରାଣ୍ଡର ଅଭିବୃଦ୍ଧି ଯାତ୍ରାରେ ଏକ ରଣନୀତିକ ବଜାର ହୋଇ ରହିଛି ଭୁବନେଶର୍ୱ ରେ ଏହାର ନୂତନ ଷ୍ଟୋରର ଶୁଭାରମ୍ଭ, ସୁଚି଼ନ୍ତିତ ଭାବେ ଡିଜାଇନ କରାଯାଇଥିବା ସ୍ଥାନ, ସମସାମୟିକ କାରିଗରୀ ଏବଂ ଉନ୍ନତ ଗହଣା କିଣିବାର ଅନୁଭୂତି ମାଧ୍ୟମରେ ଗ୍ରାହକମାନଙ୍କ ସହ ଅର୍ଥୂର୍ଣ୍ଣ ସମ୍ପର୍କ ଗଢି଼ବା ପାଇଁ ଇନ୍ଦ୍ରିୟାର ପ୍ରତିବଦ୍ଧତାକୁ ଦୋହରାଉଛି, ଏହା ସହିତ ପ୍ରତିଟ ି କ୍ରୟରେ ଡଜ଼ି ।ଇନ, ଭାବନା ଏବଂ ସ୍ୱତନ୍ତ୍ରତା ଚାହୁଥିବା ଆଧୁନିକ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ଗହଣା ଗନ୍ତବ୍ୟସ୍ଥଳ ଭାବରେ ନିଜର ଉପସ୍ଥିତିକୁ ଅଧିକ ମଜବୁତ କରୁଛି ।

Leave a Reply

Your email address will not be published. Required fields are marked *