Day: July 19, 2022

ଏକ୍ସପାରୀ ଇଞ୍ଜେକସନ ନେଇ ନାବାଳକ ଗୁରୁତର

ଟାଙ୍ଗୀ : ୧୯/୭(ପ୍ରବାହ ନିୟୁଜ) ନାବାଳକଙ୍କୁ ଦିଆଗଲା ଏକ୍ସପାଏରୀ ଇଞ୍ଜେ୍କସନ । ନାବାଳକ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ...