ରୁ ଫ ଟପ ସ ୋଲୋର ସ୍ଥୋପନକୁସରୋତ୍ସୋହନ ଲୋଗିଟିପିଡବ୍ ଲୁୁଓଡିଏଲ ଦ୍ୱୋରୋ ପଶ୍ଚିମ ଓଡିଶୋର

ବ୍ୁଲଲୋ, ୨୧ ନସେମ୍ବର ୨୦୨୬: ସବୁଜ ଶକ୍ତିଦିଗପର ଅଗ୍ରସର ପହବା ପ୍ରକ୍ରିୟାପର ସଂପ୍ରଦାୟର ସକ୍ରିୟ ଅଂଶଗ୍ରହଣକୁ ସୁଦୃଢ଼ କରିବା ଲକ୍ଷ୍ୟପର ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ପ ୌଥ ଉପଦୟାଗ ଟିପି ପୱଷ୍ଟର୍ଣ୍ଣ ଓଡିଶା ଡିଷ୍ଟିିବୁୟସନ ଲିମିପଟଡ (ଟିପିଡବ ଲୁୟଓଡିଏଲ ) ପକ୍ଷ୍ରୁ ଆଥିକ ବର୍ଣ ୨୦୨୪-୨୫ପର ପଶ୍ଚିମ ଓଡିଶାର ନଅଟି ଜିଲ୍ଲାର ୩୮୪ଟି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଘପରାଇ ରୁ ଫ ଟପ ପସାଲାର ସ୍ଥାପନକୁ ପପ୍ରାତ୍ସାହିତ କରିବା ପାଇ ଁ ପମାଟ ୨୦.୦୩ ଲକ୍ଷ୍ ଟଙ୍କାର ପପ୍ରାତ୍ସାହନ ରାଶି ପ୍ରଦାନ କରା ାଇଛି। ପକନ୍ଦ୍ର ନୂତନ ଓ ନବୀକରଣପ ାଗୟ ଶକ୍ତି ମନ୍ତ୍ରଣାଳୟ (MNRE) ପକ୍ଷ୍ରୁ ମଞ୍ଜୁର ପହାଇଥ ିବା ଅଥଣରୁ ଏହି ରାଶି ପ୍ରଦାନ କରା ାଇଛି। ୨,୦୦୦ରୁ ଅଧ ିକ ଘପର ରୁ ଫ ଟପ ପସାଲାର ସ୍ଥାପନକୁ ଏହା ଅନ୍ତର୍ଣୁ କ୍ତ କରୁ ଥ ିବା ପବପଳ ପସାଲାର ଶକ୍ତିର ପ୍ରସାରପର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ଅବଦାନକୁ ଏହା ସ୍ୱୀକୃତି ପ୍ରଦାନ କରୁ ଛି। ଏହି ପଦପକ୍ଷ୍ପ ଅନୁ ାୟୀ, ପ ାଗୟ ଗ୍ରାମ ପଞ୍ଚାୟତ ଏବଂ ପପୌରାଞ୍ଚଳ ସଂସ୍ଥାକୁ ନିଜ ନିଜ ଅଞ୍ଚଳପର ପ୍ରତିଟିଘପରାଇ ରୁ ଫ ଟପ ପସାଲାର ସ୍ଥାପନ ପାଇ ଁ ୧,୦୦୦ ଟଙ୍କା ପପ୍ରାତ୍ସାହନ ରାଶି ପ୍ରଦାନ କରା ାଉଅଛି । ଏହା ମାଧ୍ୟମପର ସ୍ଥାନୀୟ
ସଂସ୍ଥାଗୁଡିକୁ ନିଜ ଅଞ୍ଚଳପର ରୁ ଫ ଟପ ପସାଲାର ସମ୍ପକଣପର ସପେତନତା ସୃଷ୍ଟି କରିବା, ପଲାକଙ୍କୁ ଏଥ ିପର ସାମିଲ କରିବା ଏବଂ ଘପରାଇ ପସାଲାର ବୟବସ୍ଥାର ପ୍ରସାର ପାଇ ଁ ସକ୍ରିୟ ର୍ାପବ କା ଣୟ କରିବାକୁ ଉତ୍ସାହିତ କରା ାଉଛି। ପପ୍ରାତ୍ସାହନ ରାଶି ପ୍ରଦାନ ପକ୍ଷ୍ତ୍ରପର ସୁନ୍ଦରଗଡ ଜିଲ୍ଲା ସବଣାପଗ୍ର ରହିଛି। ଜିଲ୍ଲାର ୭୭ଟି ଗ୍ରାମ ପଞ୍ଚାୟତକୁ ୪.୯୨ ଲକ୍ଷ୍ ଟଙ୍କା ପ୍ରଦାନ କରା ାଇଛି।
ପସହିପରି ବରଗଡ ଜିଲ୍ଲାର ୭୧ଟି ଗ୍ରାମ ପଞ୍ଚାୟତକୁ ୨.୭୧ ଲକ୍ଷ୍ ଟଙ୍କା ଏବଂ ବଲାଙ୍ଗୀର ଜିଲ୍ଲାର ୪୭ଟିଗ୍ରାମ ପଞ୍ଚାୟତକୁ ୨.୪୮ ଲକ୍ଷ୍ ଟଙ୍କା ପ୍ରଦାନ କରା ାଇଛି। ଅବଶିଷ୍ଟ ପପ୍ରାତ୍ସାହନ ରାଶି ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ପସାନପୁର ଓ ପଦବଗଡ ଜିଲ୍ଲାପର ବଣ୍ଟନ କରା ାଇଛି। ଆଥିକ ବର୍ଣ ୨୦୨୫-୨୬ପର ପ ାଗୟ ରୁ ଫ ଟପ ପସାଲାର ସ୍ଥାପନ ଲାଗିପପ୍ରାତ୍ସାହନ ରାଶି, ମନ୍ତ୍ରାଳୟ ପକ୍ଷ୍ରୁ ସମ୍ପୃକ୍ତ ଅଥଣ ମଞ୍ଜୁର ପହବା ପପର ପୃଥକ ର୍ାପବ ପ୍ରଦାନ କରା ିବ । ଗତ ୨୦ ନପର୍ମ୍ବର ୨୦୨୬ ସୁଦ୍ଧା ଟିପିଡବ ଲୁୟଓଡିଏଲ ନିଜ କା ଣୟପକ୍ଷ୍ତ୍ରପର ପମାଟ ୭୯,୮୧୭ଟି ରୁ ଫ ଟପ ପସାଲାର ସ୍ଥାପନପର ସହପ ାଗ କରିଛି। ଏଥ ିମଧ୍ୟରୁ ୩୬,୪୩୫ଟି ସ୍ଥାପନ ୟୁ ଟିଲିଟି-ପଲଡ ଆଗ୍ରିପଗସନ (ULA) ମପଡଲ ଅଧୀନପର ପହାଇଛି। ଏହି ମପଡଲ ମାଧ୍ୟମପର ପ ାଗୟ ପରିବାରମାପନ ମାତ୍ର ୧,୮୭୫ ଟଙ୍କା ନିଜସ୍ୱ ଅଂଶଦାନପର ୧ କିପଲାୱାଟ କ୍ଷ୍ମତା ବିଶିଷ୍ଟ ରୁ ଫ ଟପ ପସାଲାର ବୟବସ୍ଥା ସ୍ଥାପନ କରିପାରୁ ଛନ୍ତି। ଫଳପର ଗ୍ରାମାଞ୍ଚଳର ପରିବାରଗୁଡିକ ପାଇ ଁ ସ୍ୱଚ୍ଛ ଶକ୍ତିର ବୟବହାର ଅଧ ିକ ସହଜ ଓ ସୁଲର୍ ପହାଇପାରିଛି। ଏହି ୭୯,୮୧୭ଟି ରୁ ଫ ଟପ ପସାଲାର ସ୍ଥାପନ ସହ ଟିପିଡବ ଲୁୟଓଡିଏଲ ଓଡିଶାର ୋରିଟି ବିଦୁୟତ ବଣ୍ଟନ କମ୍ପାନୀ ମଧ୍ୟପର ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହା ସହିତ ପିଏମ ସୂ ଣୟ ଘର: ମୁଫ୍ତ ବିଜଲି ପ ାଜନା ଅଧୀନପର ଜାତୀୟ ସ୍ତରପର ସପ୍ତମ ସ୍ଥାନପର ଥ ିବା ଓଡିଶାର ରୁ ଫ ଟପ ପସାଲାର ଅର୍ି ାନକୁ ମଧ୍ୟ ଏହି ସଫଳତା ଆଗକୁ ବଢ଼ାଇଛି। ବୟାପକ ସ୍ତରପର ପସାଲାର ସ୍ଥାପନ ସହ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ସକ୍ରିୟ ସହପ ାଗକୁ ପ ାଡି ଟିପିଡବ ଲୁୟଓଡିଏଲ ପଶ୍ଚିମ ଓଡିଶାପର ସ୍ୱଚ୍ଛ ଶକ୍ତିର ପ୍ରସାରକୁ ତ୍ୱରାନ୍ିବତ କରୁ ଛି। ରୁ ଫ ଟପ ପସାଲାର ସ୍ଥାପନ ପାଇ ଁ ଆଗ୍ରହୀ ଗ୍ରାହକମାପନ ପ ାଗୟତା ଓ ସ୍ଥାପନ ସମ୍ପକିତ ମାଗଣଦଶଣନ ପାଇ ଁ ନିକଟସ୍ଥ ଟିପିଡବ ଲୁୟଓଡିଏଲ ପସକ୍ସନ କା ଣୟାଳୟ କିମ୍ବା କମ୍ପାନୀର ସ ୋଲୋର ସ ଲ – ୯୦୭୮୬୮୨୮୯୪ ନମ୍ବରପର ପ ାଗାପ ାଗ କରିପାରିପବ ।
ଟିପିଡବ୍ ଲୁଓଡିଏଲ ମ୍ବନ୍ଧସର: ଟିପି ପୱଷ୍ଟର୍ଣ୍ଣ ଓଡିଶା ଡିଷ୍ଟିିବୁୟସନ ଲିମିପଟଡ ପହଉଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମଧ୍ୟପର ଏକ ପ ୌଥ ଉପଦୟାଗ, ପ ଉ ଁଥ ିପର ଉର୍ୟଙ୍କ ଅଂଶଧନ ଥାକ୍ରପମ ୫୧:୪୯ ଅପଟ । ଟିପିଡବ ଲୁଓଡିଏଲ ସମଗ୍ର ପଶ୍ଚିମ ଓଡିଶାପର ବିଦୁୟତ ବିତରଣ ଏବଂ ଖୁେୁ ରା ପ ାଗାଣ ଦାୟିତ୍ୱପର ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବଗଣ କିପଲାମିଟର ବିତରଣ ପକ୍ଷ୍ତ୍ରପର ୨୨ ଲକ୍ଷ୍ରୁ ଅଧ ିକ ଗ୍ରାହକଙ୍କୁ ପସବା ପ୍ରଦାନ କରୁ ଅଛି । କମ୍ପାନୀ ନିର୍ଣରପ ାଗୟ, ସୁରକ୍ଷ୍ିତ ଏବଂ ଗ୍ରାହକ-ପକନ୍ଦ୍ରିକ ବିଦୁୟତ ପସବା ପ୍ରଦାନ ସହିତ ବିଦୁୟତ ର୍ିତ୍ତିର୍ୂ ମିର ଆଧୁନିକୀକରଣ, କା ଣୟପକ୍ଷ୍ତ୍ରପର ଉତ୍କର୍ଣତା, ଡିଜିଟାଲ ରୂ ପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦପକ୍ଷ୍ପକୁ ଆପଗଇ ପନବା ପାଇ ଁ ପ୍ରତିବଦ୍ଧ ଅପଟ । ର୍ିତ୍ତିର୍ୂ ମି, ପ୍ର ୁକ୍ତିବିଦୟା ଏବଂ ଗ୍ରାହକ ପସବାପର ନିରନ୍ତର ନିପବଶ ମାଧ୍ୟମପର, ଟିପିଡବ ଲୁଓଡିଏଲ ପଶ୍ଚିମ ଓଡିଶାର ସାମାଜିକ-ଆଥିକ ଅର୍ିବୃଦ୍ଧିକୁ ସମଥଣନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂ ପାନ୍ତରଣ ାତ୍ରାପର ଗୁରୁ ତ୍ୱପୂର୍ଣ୍ଣ ଅବଦାନ ରଖ ିବାକୁ ଲକ୍ଷ୍ୟ ରଖ ିଛି ।
