କେସିଙ୍ଗା ଗ୍ରୀଡ ସବ୍-ଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ୧୬ ପରିବର୍ତ୍ତେ ୧୭ରେ ବିଦ୍ୟୁତ୍ କଟକଣା
ବୁର୍ଲା, ୧୪.୧୧.୨୬: ଏକ ଅନିର୍ବାଯ୍ୟ କାରଣ ଯୋଗୁଁ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ୧୩୨/୩୩ କେ.ଭି....
