Day: November 23, 2026

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୬ ଉଦଘାଟିତ 

ସ୍ଥାନୀୟ ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା - ୨୦୨୬ ଉଦଘାଟିତ ହୋଇଯାଇଛି I ମା' ଜଗଦ୍ଧାତ୍ରୀଙ୍କ ୭୪ ତମ ପୂଜା ଅବସରରେ ଆୟୋଜିତ...

ଓଡ଼ିଶାରେ ପ୍ରଥମ: କିମ୍‍ସରେ ଏକକାଳୀନ ଯକୃତ ଓ ବୃକ୍‍କ ସଫଳ ପ୍ରତିରୋପଣ

ଭୁବନେଶ୍ୱର, ୨୩ ।୧୧: ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‍ସେସ୍ (କିମ୍‍ସ)ରେ ପ୍ରଥମଥର ପାଇଁ ଅଙ୍ଗଦାତାଙ୍କଠାରୁ ସଂଗୃହୀତ ଯକୃତ ଓ ବୃକ୍‍କର ଏକକାଳୀନ ପ୍ରତିରୋପଣ ସଫଳତାର...

ଜଳମଗ୍ନ ବଉଳ ଗାଁ ଧାନକ୍ଷେତରେ ପହଞ୍ଚି ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର, ତା ୨୩/୧୧ ( ନିପ୍ର) ବାତ୍ୟା ‘ଅର୍ଣ୍ଣବ’ ଓ ‘ଆକଭାନ୍’ର ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଜୀବିକା ଗୁରୁତର ଭାବେ...

ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ ଝାରସୁଗୁଡ଼ାରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଜେମ୍ସ ନବସୃଜନ କେନ୍ଦ୍ର ଆରମ୍ଭ କରିଛି

ଝାରସୁଗୁଡ଼ା, ନଭେମ୍ବର ୨୩, ୨୦୨୬: ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମ୍ଏଲ୍) ପକ୍ଷରୁ ଝାରସୁଗୁଡ଼ାରେ ଶିକ୍ଷା ଓ ବୈଷୟିକ ନବସୃଜନକୁ...