ବିଶୋଇ ବ୍ଲକରେ ଜିଲ୍ଲାପାଳଙ୍କ ତୁଫାନୀ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା ସହ ତ୍ୱରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ
ବାରିପଦା,୪।୧୧(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ଆଜି ବିଶୋଇ ବ୍ଲକର ବିଭିନ୍ନ ଅଞ୍ଚଳକୁ ତୁଫାନୀ ଗସ୍ତ କରି ରାସ୍ତା, ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ ଯୋଗାଣ ଓ...
