ଆମରାଜ୍ୟ

ବେଦାନ୍ତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ବକ୍ସାଇଟ ଯୋଗାଣକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୬ ସେପ୍େଟମ୍ବର ୨୦୨୬: ଓଡ଼ିଶାରେ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ...

ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ ମିଲିଶାଉଟିର ସମ୍ମାନସୂଚକ ନାଗରିକତା, ବାର୍ଲାଡ୍‌ର ‘କି ଟୁ ଦି ସିଟି’ ଓ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ

ଭୁବନେଶ୍ୱର, ୨୫ ।୯: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ସାମନ୍ତଙ୍କ...

୧୪ ଘଣ୍ଟା ପରେ ଘରୁ ଉଦ୍ଧାର ହେଲା ମହାବଳ ବାଘ

ବାରିପଦା,୨୫/୦୯(ପ୍ରବାହ ନ୍ୟୁଜ):  କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜର ଖପର ଖାଇ ଗାଁରେ ଗୁରୁବାର ରାତିରେ ପ୍ରାୟ ୭–୮ ମାସ ବୟସର ଏକ ବାଘ ଛୁଆ ପ୍ରଥମେ...

ଟିପିଡବ୍ଲୁଓଡିଏଲର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ର ୮୦ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରୁଛି

ବୁର୍ଲା/ସମ୍ବଲପୁର, ସେପ୍ଟେମ୍ବର ୨୫, ୨୦୨୬: ପଶ୍ଚିମ ଓଡ଼ିଶାର ପ୍ରାୟ ୧୦୦୦ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ଏବଂ ଆର୍ଥିକ ସ୍ୱାଧୀନତା ସୃଷ୍ଟି...

ବେଦାନ୍ତ ଆଲୁମିନିୟମ ୩୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ବିଦ୍ୟାଳୟ ସାମଗ୍ରୀ ଯୋଗାଇ ଦେଉଛି

ଭୁବନେଶ୍ୱର, ୨୪/୦୯/୨୦୨୬ : ଯେତେବେଳେ ପିଲାମାନଙ୍କୁ ଶିକ୍ଷାଲାଭ କରିବା ପାଇଁ ସଶକ୍ତ କରାଯାଏ, ସେତେବେଳେ ସେମାନଙ୍କ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ଅଭିବୃଦ୍ଧି, ପ୍ରଗତି ଏବଂ ସମୃଦ୍ଧି ପଥରେ ଆଗେଇବା...

ବାରବାଟୀ ଷ୍ଟାଡିୟମରେ ଜାକଜମକପୂର୍ଣ୍ଣ ଉଦ୍ଘାଟନୀ ସହ ଆରମ୍ଭ ହେଲା ଓଡ଼ିଶା ଟି-୨୦ ଲିଗ୍‌

କଟକ, ୨୨ ସେପ୍େଟମ୍ବର ୨୦୨୬: ଐତିହାସିକ ବାରବାଟୀ ଷ୍ଟାଡିୟମଠାରେ ରବିବାର, ୨୦ ସେପ୍େଟମ୍ବର ୨୦୨୬ ଦିନ ଓଡ଼ିଶା ଟି-୨୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬ ଆନୁଷ୍ଠାନିକ...

ମହୁଲଶୁଖା ଲୁହାପଥର ଏବଂ ମାଙ୍ଗାନିଜ ଖଣି କୁ ରିଓ ଟିନଟୋ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର ପ୍ରଦାନ 

ଯୋଡ଼ା -ଏମ୍/ଏସ୍. ରୁଙ୍ଗଟା ସନ୍‌ସ୍ ପ୍ରାଇଭେଟ୍ ଲିମିଟେଡ଼୍‌ର  (FIMI) ପକ୍ଷରୁ ପ୍ରତିଷ୍ଠିତ ଲୁହାପଥର ଓ ମାଙ୍ଗାନିଜ 'Rio Tinto Health & Safety Award (ରିଓ ଟିଣ୍ଟୋ...

ବେଦାନ୍ତ ଆଲୁମିନିୟମକୁ ଆଇବାସ୍ ୨୦୨୬ରେ ଦୁଇଟି ଶ୍ରେଷ୍ଠ ପ୍ରବନ୍ଧ ପୁରସ୍କାର

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଅନୁଷ୍ଠିତ ୧୪ତମ ଆନ୍ତର୍ଜାତୀୟ ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ ସମ୍ମିଳନୀ ଏବଂ...

କୋଟାକର ମତ ଅନୁସାରେ ଜେନ ଜି ଋଣଗ୍ରହୀତାଙ୍କ ସଂଖ୍ୟା ୮୬% ବୃଦ୍ଧି ପାଇଛି

ଭୁବନେଶ୍ୱର: ଯେଉଁ ପିଢ଼ି ଅଧିକ ସମୟ ଭଡ଼ାରେ ରହିବେ ବୋଲି ଆଶା କରାଯାଉଥିଲା, ସେମାନେ ପ୍ରାୟତଃ ୩୦ ବର୍ଷ ପୂର୍ବରୁ ହିଁ ଘର କିଣୁଛନ୍ତି କୋଟାକ ମହିନ୍ଦ୍ରା...

ନୀଳାଚଳ ଇସ୍ପାତ ନିଗମରେ ଜରୁରୀକାଳୀନ ସୁରକ୍ଷା ମକ୍‌ଡ୍ରିଲ୍ ଅନୁଷ୍ଠିତ

କଳିଙ୍ଗନଗର, ସେପ୍ଟେମ୍ବର ୨୨,୨୦୨୬ : ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ତଥା ଶିଳ୍ପ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ କଳିଙ୍ଗନଗରସ୍ଥିତ...

ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର

                     ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର...

ସେମିକନ୍ ଇଣ୍ଡିଆ ୨୦୨୬ ଉଦ୍‌ଯାପିତ;ବିଶ୍ୱ ଚିପ୍ ଶିଳ୍ପରେ ଭାରତର ଭୂମିକା ଆହୁରି ସୁଦୃଢ଼ କରିବ

ଭୁବନେଶ୍ୱର, ୨୧ ସେପ୍େଟମ୍ବର ୨୦୨୬: ବିଶ୍ୱ ସେମିକଣ୍ଡକ୍ଟର ପରିସଂସ୍ଥାନରେ ଭାରତର ବଢୁଥିବା ଭୂମିକାକୁ ପ୍ରଦର୍ଶିତ କରି ତିନିଦିନିଆ ‘ସେମିକନ୍ ଇଣ୍ଡିଆ ୨୦୨୬’ ଉତ୍ସାହଜନକ ପରିବେଶରେ ଉଦ୍‌ଯାପିତ ହୋଇଛି...

ବେଦାନ୍ତ ଆଲୁମିନିୟମ୍ ଭାରତର ଦ୍ୱିତୀୟ ବୃହତ୍ତମ ଏସ୍ଇଜେଡ୍ ସାମଗ୍ରୀ ରପ୍ତାନିକାରୀ

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ (ବିଏସ୍ଇ: ୫୪୪୭୮୦ | ଏନ୍ଏସ୍ଇ: ଭିଏଏମ୍ଏଲ୍) ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳକୁ...

ବରଗଡ଼ରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

ବୁର୍ଲା, ସେପ୍ଟେମ୍ବର ୨୧, ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ...

ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନ୍‌କୁ ଖଣି କ୍ଷେତ୍ରରେ ଡିଜିଟାଲ୍ ଉପଯୋଗିତା ପାଇଁ “ମାଇନ୍ ଇନୋଭେସନ୍ ଆୱାର୍ଡ” ସମ୍ମାନ

ଯୋଡ଼ା, ୨୦/୯ : ଟାଟା ଷ୍ଟିଲ ଓଏମକ୍ୟୁ (ଓର୍, ମାଇନ୍ସ ଏବଂ କ୍ୱାରିଜ୍) ଡିଭିଜନ୍‌ କୁ ଖଣି କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗିତା ପାଇଁ "ମାଇନ୍...