ମା ଆସୁଛନ୍ତି …. ଟାଙ୍କିସାହି ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରଥମ ତୋରଣ କାର୍ଯ୍ୟ ଶୁଭାରମ୍ଭ

*ବାରିପଦା,୨୮/୦୯(ପ୍ରବାହ ନ୍ୟୁଜ): ମାଙ୍କ ଆଗମନରେ ଆଉ କିଛି ଦିନର ଅପେକ୍ଷା । ମାଆ ଙ୍କ ଆଗମନ ପ୍ରଥମ ସୋପାନରେ ଜଗତ ଜନନୀ ଦୁର୍ଗତିନାଶିନୀ ମାଆ ଦୁର୍ଗା ଙ୍କ ସ୍ମରଣଚିତ, ଆଶୀର୍ବାଦ କାମନା ଏବଂ ପୂଜା ବିଧିରେ ଟାଙ୍କିସାହି ଦୁର୍ଗାପୂଜା କମିଟିର ପ୍ରଥମ ଖୁଣ୍ଟ ପୁତି ତୋରଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଅଛି । କମିଟିର ପ୍ରମୁଖ କର୍ମକର୍ତ୍ତା ଜୟ ମା ଦୁର୍ଗାଙ୍କ ଆଶୀର୍ବାଦ କାମନା କରି ସମସ୍ତ କାର୍ଯ୍ୟ ସୁ ସମ୍ପାଦନ ନେଇ ଆଶାବ୍ୟକ୍ତ କରିଛନ୍ତି।
