ଓଡ଼ିଶାରେ ଗୋଟିଏ ବର୍ଷରେ ଅତିକ୍ରମ କଲା ୧ ଲକ୍ଷ ୟୁଏଲ୍ଏ ରୁଫଟପ୍ ସୋଲାର ସ୍ଥାପନ; ମୋଟ ସ୍ଥାପନ ସଂଖ୍ୟା ୨ ଲକ୍ଷ ଟପିଲା
ପିଏମ୍ ସୂର୍ଯ୍ୟ ଘର ଯୋଜନା ସଚେତନତାରେ ଓଡ଼ିଶା ଡିସ୍କମ୍ଗୁଡ଼ିକର ସକ୍ରିୟ ଭୂମିକା ଭୁବନେଶ୍ୱର: ଓଡ଼ିଶା ତା’ର ରୁଫଟପ୍ ସୋଲାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି,...
