ଥିଙ୍କ୍ ଚେଞ୍ଜ ଫୋରମ୍- ବିସିକେଆଇସି ସେମିନାରରେ ଓଡ଼ିଶାର ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟକୁ ଅନଲକ୍ କରିବା ପାଇଁ ଆଲୁମିନିୟମ୍-ନେତୃତ୍ୱାଧୀନ ରଣନୀତି ପାଇଁ ବିଶେଷଜ୍ଞମାନେ ଆହ୍ୱାନ କରିଛନ୍ତି
ଭୁବନେଶ୍ୱର ଏପ୍ରିଲ୍ ୧୧, ୨୦୨୬: ଥିଙ୍କ୍ ଚେଞ୍ଜ ଫୋରମ୍ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର ଫାଉଣ୍ଡେସନ୍ (ବିସିକେଆଇସି), ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ...
