Prabaha News

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ୦୫/୦୮/୨୦୨୬: ସାରାରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ...

ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ପରିଦୃଶ୍ୟରେ ଉନ୍ନତି ପାଇଁ ସୁଧ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ

ଭୁବନେଶ୍ୱର: ନିଜର ଜୁନ ନୀତି ତୁଳନାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ସହ ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛି,...

କିଟ୍‍ ଓ କିସ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର, ୭ ।୮: କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍‍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଓ କିସ୍‍ ମିଳିତ ସହଯୋଗରେ କିଟ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି।...

ଆସାମ ମୁଖ୍ୟମନ୍ତ୍ରୀ ଆସାମ ବନ୍ୟା ରିଲିଫ୍ ନିମନ୍ତେ ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲଙ୍କ ୭ କୋଟିଟଙ୍କାର ଅବଦାନକୁ ପ୍ରଶଂସା କରିଛନ୍ତି

ଭୁବନେଶ୍ୱର, ଅଗଷ୍ଟ ୭, ୨୦୨୬: ଆସାମରେ ଭୟାବହ ବନ୍ୟାରେ ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ପାଇଁ ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ ଓ ବେଦାନ୍ତ...

ମୟୂରଭଞ୍ଜରେ ବନ୍ୟା ପରିଚାଳନାର ସମୀକ୍ଷା

ବାରିପଦା, (୦୬/୦୮):  ଲଘୁଚାପ ଜନିତ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି...

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇ  ସମ୍ବଲପୁରୀ ଦିବସ ପାଳନ କରିଛି

ଝାରସୁଗୁଡ଼ା, ଓଡ଼ିଶା; ୬ ଅଗଷ୍ଟ, ୨୦୨୬: ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇ ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ...

ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା

ଭୁବନେଶ୍ୱର, ୦୬.୦୮.୨୦୨୬: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ପର୍ବତାରୋହୀ ଦଳ...

ରୁଫଟପ୍ ସୋଲାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କଟକରେ “ସୋଲାର ରଥ’ ର ଶୁଭାରମ୍ଭ

ଅଗଷ୍ଟ ୦୫, ୨୦୨୬: ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତିର ପ୍ରସାର ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରି, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ...

ସାଲେପୁରଠାରେଆଞ୍ଚଳିକଗଣମାଧ୍ୟମକର୍ମଶାଳା “ବାର୍ତ୍ତାଳାପ” ଆୟୋଜିତ

ସାଲେପୁର,୦୫/୦୮/୨୦୨୬ : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁବନ୍ଧନ ଭାବେ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର...

କ୍ୟୁ୧ ଆର୍ଥିକ ବର୍ଷ ୨୭ରେ ରେକର୍ଡ ପ୍ରଦର୍ଶନ ପରେ ବେଦାନ୍ତ ଆଲୁମିନିୟମ ପ୍ରତି ବ୍ରୋକରେଜ୍‌ସଂସ୍ଥାମାନଙ୍କର ଆସ୍ଥା ବଢିଛି

ଆର୍ଥିକ ଭୁବନେଶ୍ୱର ୫ ଅଗଷ୍ଟ ୨୦୨୬: କ୍ୟୁ୧ ଆର୍ôଥକ ବର୍ଷ ୨୭ରେ ରେକର୍ଡ ପ୍ରଦର୍ଶନ ପରେ ବେଦାନ୍ତ ଆଲୁମିନିୟମ ମେଟାଲ୍‌ ଲିମିଟେଡ୍ (ଏନ୍‌ଏସଇ:ଭିଏଏମଏଲ) ପ୍ରତି ପ୍ରମୁଖ ଦେଶୀ...

ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬  ତୃତୀୟ ସ୍ଥାନରେ କିସ୍

ଭୁବନେଶ୍ୱର: ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬ରେ କିସ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ତୃତୀୟ ସ୍ଥାନ ଅଧିକାର କରିଛି। ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ...

ରୁଟପ୍ ସୋଲାର ସଚେତନତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖୋର୍ଦ୍ଧାରେ ପହଞ୍ଚିଲା ସୋଲାର ରଥ ଅଭିଯାନ

ଭୁବନେଶ୍ୱର, ଅଗଷ୍ଟ ୦୪, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପିଏମ୍ ସୂର୍ଯ୍ୟ...

୩୬ ମେଗାୱାଟ୍ ରୁଫଟପ୍ ସୋଲାର ସ୍ଥାପନା ସହ ଉତ୍ତର ଓଡ଼ିଶାରେ ସୌର ଶକ୍ତି ପ୍ରସାରକୁ ଆହୁରି ସୁଦୃଢ କଲା ଟିପିଏନଓଡିଏଲ୍

ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ୧୮ ହଜାର ରୁ ଅଧିକ ପରିବାର ସାମିଲ; ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବହୁ ଉପଭୋକ୍ତା ପାଇଲେ...

ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନକଲା ଟିପିସିଓଡିଏଲ୍‌

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ...

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଭୁବନେଶ୍ୱର,୩୧ ।୭: ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା...