୮୪,୦୮୪ କୋଟି ଟଙ୍କାର ବ୍ୟୟ ଅଟକଳସହ‘ସମୁଦ୍ର ମନ୍ଥନ’ (ଜାତୀୟ ଅପତଟଅନ୍ୱେଷଣ ଯୋଜନା)କୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ‘ସମୁଦ୍ର ମନ୍ଥନ’-ଜାତୀୟ ଅପତଟ ଅନ୍ୱେଷଣ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛି । ଏହା ପେଟ୍ରୋଲିୟମ ଏବଂ ପ୍ରାକୃତିକ...
