ବେଦାନ୍ତଆଲୁମିନିୟମ ଝାରସୁଗୁଡାର ନୂତନ ପଦକ୍ଷେପ ଦ୍ବାରା ଡିଜିଟାଲ୍ ଏବଂ ନିମ୍ନ ସ୍ତରରେ ମନିଟରିଂ ସହ ଫ୍ଲାଏଆଶ୍ ପରିଚାଳନାକୁ ପ୍ରୋତ୍ସାହନ
ଝାରସୁଗୁଡା,୬/୫: ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ପ୍ରକଳ୍ପ ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ଶାଖା ଏହାର କ୍ୟାପ୍ଟିଭ୍ ପାୱାର ପ୍ରକଳ୍ପରୁଉତ୍ପାଦିତ ଫ୍ଲାଏ ଆଶ୍ ପରିଚାଳନା ପାଇଁ ଏକ ବ୍ୟାପକ ଢାଞ୍ଚା...
