Main Story

Editor’s Picks

Trending Story

Blog

ମହିନ୍ଦ୍ରା ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌: ଭାରତରେ ଲାଭଦାୟକ ପରିବହନର ନୂତନ ପରିଚୟ

ଭୁବନେଶ୍ୱର/ କେନ୍ଦୁଝର, ସେପ୍ଟମ୍ବେର ୦୮, ୨୦୨୬: ମହିନ୍ଦ୍ରା ଗ୍ରୁପର ଅଂଶବିଶେଷ ମହିନ୍ଦ୍ରା ଟ୍ରକ୍ ଆଣ୍ଡ୍ ବସ୍ ଆଜି ସମ୍ପୂର୍ଣ୍ଣ ନୂତନ \"ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌\' ଲଞ୍ଚ କରିଛି...

ପରିବେଶ ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାଇକେଲ୍ ରାଲି ଓ ସଚେତନତା ଅଭିଯାନ

କଳିଙ୍ଗନଗର, ସେପ୍ଟେମ୍ବର ୮, ୨୦୨୬ : ‘ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ୍ ମୁକ୍ତ ଜୀବନ’ ବିଷୟବସ୍ତୁକୁ ନେଇ ଚାଲିଥିବା ପରିବେଶ ସୁରକ୍ଷା ଅଭିଯାନ (୭–୧୬ ସେପ୍ଟେମ୍ବର) ଅବସରରେ ଟାଟା...

ସ୍ମାର୍ଟ ଓ ସ୍ୱାସ୍ଥ୍ୟକର ରୋଷେଇ ପାଇଁ କେନଷ୍ଟାରର ନୂଆ ଏୟାର ଫ୍ରାୟର

ଭୂବନେଶ୍ୱର , ସେପ୍ଟେମ୍ବର ୮ , ୨୦୨୬: ଘରୋଇ ଉପକରଣ କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ କେନଷ୍ଟାର ଭାରତର ଏକ ବିସ୍ତୃତ ଏୟାର ଫ୍ରାୟର ସମ୍ଭାର ଶୁଭାରମ୍ଭ କରିଛି।...

ଟାଟା ପାୱାର ସୋଲାରୁଫ୍ ୫ ଲକ୍ଷରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ ଅତିକ୍ରମ କଲା; ୮,୫୦୦ କୋଟି ଟଙ୍କାରୁ ଅଧିକ ସୋଲାର ଋଣ ପ୍ରଦାନରେ ସହାୟତା

ଭୁବନେଶ୍ୱର, ୦୮ ସେପ୍େ‌ଟମ୍ବର, ୨୦୨୬: ଦି ଟାଟା ପାୱାର କମ୍ପାନୀ ଲିମିଟେଡର ଏକ ସହାୟକ କମ୍ପାନୀ \"ଟାଟା ପାୱାର ରିନିଉଏବଲ୍ ଏନର୍ଜି ଲିମିଟେଡ୍‌\' (ଟିପିଆରଇଏଲ୍‌) ର ଅଂଶବିଶେଷ...

ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍

ବୁର୍ଲା, ୦୮ ସେପ୍ଟେମ୍ବର ୨୦୨୬: ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA) ପକ୍ଷରୁ ସମଗ୍ର ଭାରତରେ ଆୟୋଜିତ...

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି ଲକ୍ଷ୍ୟ ରଖିଛି

ଝାରସୁଗୁଡ଼ା, ଓଡ଼ିଶା, 8 ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍‌ଟେକ୍ ଇନ୍‌କ୍ୟୁବେଟର୍ ଭି-ସ୍ପାର୍କ ମିଳିତ...

ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲାସ -୨୦୨୬’ ସମ୍ମିଳନୀ ଅନୁଷ୍ଠିତ

ବାରିପଦା, ୭/୯: ( ପ୍ରବାହ ନ୍ୟୁଜ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS–୨୦୨୬) ଅଧୀନରେ “ଶିକ୍ଷିତ ଜନ, ବିକଶିତ ୱତନ” ବିଷୟବସ୍ତୁକୁ ନେଇ ଏକ ଜିଲ୍ଲାସ୍ତରୀୟ ସେମିନାର...

ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମିଶନ ମୋଡ ଚଢ଼ାଉ ଅଭିଯାନ

ବାରିପଦା, ୭/୯: ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ଚଢ଼ଉ କରାଯାଇ ନକଲି ଓ ଅପମିଶ୍ରିତ ବିଦେଶୀ ମଦ ଜବତ କରାଯାଇଛି।...

ଟିପିଏନଓଡିଏଲ୍ ପକ୍ଷରୁ ୩ୟ ଜାତୀୟ ଲୋକ ଅଦାଲତବିଦ୍ୟୁତ ଚୋରି ଏବଂ ଏନଫୋର୍ସମେଣ୍ଟ ମାମଲାର ହେବ ସହଜ ସମାଧାନ

ବାଲେଶ୍ୱର | ୦୭ ସେପ୍ଟେମ୍ବର ୨୦୨୬: ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ବେଆଇନ୍ ତଥା ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି...

ପାରାଦୀପ ବନ୍ଦରରେ ଐତିହାସିକ ସାମୁଦ୍ରିକ ମାଇଲଖୁଣ୍ଟ ପଶ୍ଚିମ ଡକ୍-୧ ରେ ୧୬.୫-ମିଟର ଡ୍ରାଫ୍ଟ ସହିତ PPA ବର୍ଥ ପ୍ରଥମ କେପସାଇଜ୍ ଜାହାଜ

ପାରାଦୀପ -ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ରେ ପଶ୍ଚିମ ଡକ୍-୧ (WD-୧) ରେ ଏହାର ପ୍ରଥମ ୧୬.୫-ମିଟର ଡ୍ରାଫ୍ଟ ସହିତ Capesize ଜାହାଜ MV ମିନେରାଲ୍ କ୍ୱାଙ୍ଗୟାଙ୍ଗକୁ...

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନାଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

ବାଲେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଉତ୍ତର ଓଡ଼ିଶାରେ ସୌର ତନ୍ତ୍ରର ବହୁଳ ବ୍ୟବହାର ନେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍...

ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ଗୋଟିଏ ପଶୁ ଉଦ୍ଧାର ଗାଡ଼ି, ଗୋଟିଏ ଯାନ୍ତ୍ରିକ ସଫେଇ ଗାଡ଼ି ସହ ୨୬ଟି ହାଇମାଷ୍ଟ ଲାଇଟ୍‌ ର ଶୁଭ ଉଦଘାଟନ

ବାରିପଦା ପୌରପାଳିକା ପକ୍ଷରୁ ରାଜ୍ୟସ୍ତରୀୟ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ'ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର...

ପାରାଦୀପର AM/NS ଇଣ୍ଡିଆ ଟାଇମ୍ସ କ୍ରିଟିକାଲ୍ ଥିଙ୍କିଂ ଚାମ୍ପିଅନସିପ୍‌ର କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରାଯାଇଛି

ପାରାଦୀପ, ସେପ୍ଟେମ୍ବର 4, 2026: ଆର୍ସେଲରମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ (AM/NS ଇଣ୍ଡିଆ), ଟାଇମ୍ସ ଫାଉଣ୍ଡେସନ୍ ସହିତ ସହଭାଗୀତାରେ, 04 ସେପ୍ଟେମ୍ବର 2026 ରେ ପାରାଦୀପର ଜୟଦେବ...

ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ସାଇକେଲ ଚାଳକ ସୁରକ୍ଷା ଅଭିଯାନ

କଳିଙ୍ଗନଗର, ସେପ୍ଟେମ୍ବର ୪, ୨୦୨୪: ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ ପ୍ଳାଣ୍ଟ ପରିସର ବାହାରେ ଏକ ବ୍ୟାପକ 'ସାଇକେଲ ଚାଳକ ସୁରକ୍ଷା ଅଭିଯାନ' ସଫଳତାର ସହ...

ପୁଡୁଚେରୀସ୍ଥିତ ଆଇସିଏମଆର-ଏନଆଇଭିସିଆରପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପୁଡୁଚେରୀସ୍ଥିତ ଆଇସିଏମଆର- ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେକ୍ଟର କଣ୍ଟ୍ରୋଲ୍ ରିସର୍ଚ୍ଚ (ଏନଆଇଭିସିଆର)...