ପିଏମ୍ ସୂର୍ଯ୍ୟ ଘର ଅଧୀନରେ ରୁଫ୍ଟପ୍ ସୋଲାର୍ ଆପଣେଇବାକୁ ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ “ମୋ ଛାତ, ମୋ ସଞ୍ଚୟ’ ର ଶୁଭାରମ୍ଭ
ଭୁବନେଶ୍ୱର, ଓଡ଼ିଶା, ମେ ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର (ଏମଏନଆରଇ) ଦେଶବ୍ୟାପୀ \"ମନ୍ଥ ଅଫ୍...
