ବେଦାନ୍ତ ଆଲୁମିନିୟମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଉତ୍ସାହଜନକ: ଲାଭ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୧୮୭ କୋଟି ଟଙ୍କା, ଇବିଆଇଟିଡିଏରେ ୮୩% ବୃଦ୍ଧି ହୋଇଛି
ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ବିଏସ୍ଇ: ୫୪୪୭୮୦ ଏବଂ ଏନ୍ଏସ୍ଇ: ଭିଏଏମ୍ଏଲ୍) ୩୦ ସେପ୍େଟମ୍ବର ୨୦୨୬ରେ...
