Year: 2026

ବେଦାନ୍ତ ଆଲୁମିନିୟମକୁ ଆଇବାସ୍ ୨୦୨୬ରେ ଦୁଇଟି ଶ୍ରେଷ୍ଠ ପ୍ରବନ୍ଧ ପୁରସ୍କାର

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଅନୁଷ୍ଠିତ ୧୪ତମ ଆନ୍ତର୍ଜାତୀୟ ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ ସମ୍ମିଳନୀ ଏବଂ...

କୋଟାକର ମତ ଅନୁସାରେ ଜେନ ଜି ଋଣଗ୍ରହୀତାଙ୍କ ସଂଖ୍ୟା ୮୬% ବୃଦ୍ଧି ପାଇଛି

ଭୁବନେଶ୍ୱର: ଯେଉଁ ପିଢ଼ି ଅଧିକ ସମୟ ଭଡ଼ାରେ ରହିବେ ବୋଲି ଆଶା କରାଯାଉଥିଲା, ସେମାନେ ପ୍ରାୟତଃ ୩୦ ବର୍ଷ ପୂର୍ବରୁ ହିଁ ଘର କିଣୁଛନ୍ତି କୋଟାକ ମହିନ୍ଦ୍ରା...

ନୀଳାଚଳ ଇସ୍ପାତ ନିଗମରେ ଜରୁରୀକାଳୀନ ସୁରକ୍ଷା ମକ୍‌ଡ୍ରିଲ୍ ଅନୁଷ୍ଠିତ

କଳିଙ୍ଗନଗର, ସେପ୍ଟେମ୍ବର ୨୨,୨୦୨୬ : ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ତଥା ଶିଳ୍ପ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ କଳିଙ୍ଗନଗରସ୍ଥିତ...

ଟିପିସିଓଡିଏଲ୍‌ର ସିଇଓ ଗଜାନନ କାଲେ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ସେପ୍େଟମ୍ବର ୨୨, ୨୦୨୬: ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...

ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର

                     ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର...

ସେମିକନ୍ ଇଣ୍ଡିଆ ୨୦୨୬ ଉଦ୍‌ଯାପିତ;ବିଶ୍ୱ ଚିପ୍ ଶିଳ୍ପରେ ଭାରତର ଭୂମିକା ଆହୁରି ସୁଦୃଢ଼ କରିବ

ଭୁବନେଶ୍ୱର, ୨୧ ସେପ୍େଟମ୍ବର ୨୦୨୬: ବିଶ୍ୱ ସେମିକଣ୍ଡକ୍ଟର ପରିସଂସ୍ଥାନରେ ଭାରତର ବଢୁଥିବା ଭୂମିକାକୁ ପ୍ରଦର୍ଶିତ କରି ତିନିଦିନିଆ ‘ସେମିକନ୍ ଇଣ୍ଡିଆ ୨୦୨୬’ ଉତ୍ସାହଜନକ ପରିବେଶରେ ଉଦ୍‌ଯାପିତ ହୋଇଛି...

ବେଦାନ୍ତ ଆଲୁମିନିୟମ୍ ଭାରତର ଦ୍ୱିତୀୟ ବୃହତ୍ତମ ଏସ୍ଇଜେଡ୍ ସାମଗ୍ରୀ ରପ୍ତାନିକାରୀ

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ (ବିଏସ୍ଇ: ୫୪୪୭୮୦ | ଏନ୍ଏସ୍ଇ: ଭିଏଏମ୍ଏଲ୍) ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳକୁ...

ବରଗଡ଼ରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

ବୁର୍ଲା, ସେପ୍ଟେମ୍ବର ୨୧, ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ...

ଟାଟା ଷ୍ଟିଲ ଓଏମକ୍ୟୁ ଡିଭିଜନ୍‌କୁ ଖଣି କ୍ଷେତ୍ରରେ ଡିଜିଟାଲ୍ ଉପଯୋଗିତା ପାଇଁ “ମାଇନ୍ ଇନୋଭେସନ୍ ଆୱାର୍ଡ” ସମ୍ମାନ

ଯୋଡ଼ା, ୨୦/୯ : ଟାଟା ଷ୍ଟିଲ ଓଏମକ୍ୟୁ (ଓର୍, ମାଇନ୍ସ ଏବଂ କ୍ୱାରିଜ୍) ଡିଭିଜନ୍‌ କୁ ଖଣି କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗିତା ପାଇଁ "ମାଇନ୍...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୬କୁ ଉଦ୍‌ଘାଟନ କରିଛନ୍ତି

ଭୁବନେଶ୍ୱର, ୧୯ ସେପ୍େଟମ୍ବର ୨୦୨୬: ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତକୁ ବିଶ୍ୱର ଏକ ପ୍ରମୁଖ ସେମିକଣ୍ଡକ୍ଟର...

ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଲୁହାପଥର ଖଣିକୁ ପଲ୍ୟୁସନ କଣ୍ଟ୍ରୋଲ ଆପ୍ରିସିଏସନ ଆୱାର୍ଡ ୨୦୨୬ ସମ୍ମାନ

ଭୁବନେଶ୍ୱର, ସେପ୍ଟେମ୍ବର ୧୮,୨୦୨୬: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ...

ପ୍ରଥମ ପିଗ୍ ଆଇରନ୍ କାର୍ଗୋ ଜାହାଜ ପରିଚାଳନାରେ ଧାମରା ପୋର୍ଟର ସଫଳତା

ଧାମରା, ୧୮.୦୯.୨୦୨୬: କାର୍ଗୋ ପରିଚାଳନା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି ଧାମରା ପୋର୍ଟ । ପୋର୍ଟ ଏହାର ହିତାଧିକାରୀ ଏମ୍‌/ଏସ୍ ରଶ୍ମି ଗ୍ରୁପ...

‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ଭାରତର ୧୦୦ ଗିଗାୱାଟ୍ ପବନ ଶକ୍ତି ଲକ୍ଷ୍ୟକୁ ଗତି ଦେବ

ଚେନ୍ନାଇ, ୧୮ ସେପ୍େଟମ୍ବର ୨୦୨୬: ଭାରତର ପବନ ଶକ୍ତି କ୍ଷେତ୍ର ଏବେ କେବଳ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ସୀମିତ ନ ରହି ଏକ ଶିଳ୍ପ ଓ ରପ୍ତାନି...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସୁଭଲକ୍ଷ୍ମୀ ସମବାୟ ମହିଳାଙ୍କ ଦ୍ୱାରା ହସ୍ତର୍ନିମିତ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ପ୍ରଦର୍ଶିତ

ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାରେ ଗଣେଶ ଚତୁର୍ଥୀ ପାଳନ ଅବଶରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି।...

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ଇକୋ କ୍ଲବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ...