Year: 2026

ସନାତନ ଯଜ୍ଞୋପବୀତ ବିଜ୍ଞାନ ସମ୍ମତ ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଆମ ଭାରତୀୟ ସଂସ୍କୃତି ହେଉଛି ସୁସଂସ୍କୃତି ସମ୍ପନ୍ନ ଏଵଂ ସନାତନ ଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ପ୍ରତିଟି ସଂସ୍କାରରେ ଆଧ୍ୟାତ୍ମିକ, ଵୈଜ୍ଞାନିକ ଓ ଦାର୍ଶନିକାଦି ତଥ୍ୟ...

ମୟୂରଭଞ୍ଜରେ ଭାରୀ ବର୍ଷାରେ ବନ୍ୟା ପରିସ୍ଥିତି: ଜିଲ୍ଲାରେ ୧୦,୩୭୩ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର

ବାରିପଦା, ୨୫/୦୯(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ସେପ୍ଟେମ୍ବର ୨୩ ତାରିଖରୁ ଲଗାତାର ଭାରୀ ବର୍ଷା ଯୋଗୁଁ ୨୦ଟି ବ୍ଲକ୍, ୧ଟି ପୌରପାଳିକା ଓ ୧ଟି ଏନ୍‌ଏସି ପ୍ରଭାବିତ...

ଟିପିଡବ୍ଲୁଓଡିଏଲର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ର ୮୦ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରୁଛି

ବୁର୍ଲା/ସମ୍ବଲପୁର, ସେପ୍ଟେମ୍ବର ୨୫, ୨୦୨୬: ପଶ୍ଚିମ ଓଡ଼ିଶାର ପ୍ରାୟ ୧୦୦୦ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ଏବଂ ଆର୍ଥିକ ସ୍ୱାଧୀନତା ସୃଷ୍ଟି...

ବେଦାନ୍ତ ଆଲୁମିନିୟମ ୩୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ବିଦ୍ୟାଳୟ ସାମଗ୍ରୀ ଯୋଗାଇ ଦେଉଛି

ଭୁବନେଶ୍ୱର, ୨୪/୦୯/୨୦୨୬ : ଯେତେବେଳେ ପିଲାମାନଙ୍କୁ ଶିକ୍ଷାଲାଭ କରିବା ପାଇଁ ସଶକ୍ତ କରାଯାଏ, ସେତେବେଳେ ସେମାନଙ୍କ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ଅଭିବୃଦ୍ଧି, ପ୍ରଗତି ଏବଂ ସମୃଦ୍ଧି ପଥରେ ଆଗେଇବା...

ଏହି ଡଟର୍ସ ଡେ\’ରେ କ୍ଲିନିକ ପ୍ଲସ୍ ପ୍ରମାଣ କରେ ବେଟୀ ହୋତୀ ହୈ ମାଁ କୀ ମଜବୂତୀ

ନୂଆଦିଲ୍ଲୀ, ୨୪ ସେପ୍େଟମ୍ବର, ୨୦୨୬: ‘ମାଁ କୀ ମଜବୂରୀ ନହିଁ, ବେଟୀ ହୋତୀ ହୈ ମାଁ କୀ ମଜବୂତୀ’ କ୍ଲିନିକ ପ୍ଲସ୍ର ନୂଆ ଚଳଚ୍ଚିତ୍ରର କେନ୍ଦ୍ରରେ ରହିଛି...

ସେମିକନ୍ ଇଣ୍ଡିଆ ୨୦୨୬ ଓ ସେମିକନ୍ ୨.୦ ଭାରତର ସେମିକଣ୍ଡକ୍ଟର ଅଭିବୃଦ୍ଧିକୁ ନୂଆ ଗତି ଦେଇଛି

ନୂଆଦିଲ୍ଲୀ, ସେପ୍େଟମ୍ବର ୨୪, ୨୦୨୬: ଭାରତର ସେମିକଣ୍ଡକ୍ଟର ଯାତ୍ରା ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସେମିକନ୍ ୨.୦’ ଏଥିପାଇଁ ନୀତିଗତ ଢାଂଚା ପ୍ରସ୍ତୁତ କରିଥିବା...

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ମୁମ୍ବାଇ ଠାରେ ତ୍ରୟୋଦଶ ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କରିଛନ୍ତି । ଏହି...

ବାରବାଟୀ ଷ୍ଟାଡିୟମରେ ଜାକଜମକପୂର୍ଣ୍ଣ ଉଦ୍ଘାଟନୀ ସହ ଆରମ୍ଭ ହେଲା ଓଡ଼ିଶା ଟି-୨୦ ଲିଗ୍‌

କଟକ, ୨୨ ସେପ୍େଟମ୍ବର ୨୦୨୬: ଐତିହାସିକ ବାରବାଟୀ ଷ୍ଟାଡିୟମଠାରେ ରବିବାର, ୨୦ ସେପ୍େଟମ୍ବର ୨୦୨୬ ଦିନ ଓଡ଼ିଶା ଟି-୨୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬ ଆନୁଷ୍ଠାନିକ...

ମହୁଲଶୁଖା ଲୁହାପଥର ଏବଂ ମାଙ୍ଗାନିଜ ଖଣି କୁ ରିଓ ଟିନଟୋ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର ପ୍ରଦାନ 

ଯୋଡ଼ା -ଏମ୍/ଏସ୍. ରୁଙ୍ଗଟା ସନ୍‌ସ୍ ପ୍ରାଇଭେଟ୍ ଲିମିଟେଡ଼୍‌ର  (FIMI) ପକ୍ଷରୁ ପ୍ରତିଷ୍ଠିତ ଲୁହାପଥର ଓ ମାଙ୍ଗାନିଜ 'Rio Tinto Health & Safety Award (ରିଓ ଟିଣ୍ଟୋ...

ବେଦାନ୍ତ ଆଲୁମିନିୟମକୁ ଆଇବାସ୍ ୨୦୨୬ରେ ଦୁଇଟି ଶ୍ରେଷ୍ଠ ପ୍ରବନ୍ଧ ପୁରସ୍କାର

ଝାରସୁଗୁଡ଼ା, ସେପ୍ଟେମ୍ବର ୨୧, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଅନୁଷ୍ଠିତ ୧୪ତମ ଆନ୍ତର୍ଜାତୀୟ ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ ସମ୍ମିଳନୀ ଏବଂ...

କୋଟାକର ମତ ଅନୁସାରେ ଜେନ ଜି ଋଣଗ୍ରହୀତାଙ୍କ ସଂଖ୍ୟା ୮୬% ବୃଦ୍ଧି ପାଇଛି

ଭୁବନେଶ୍ୱର: ଯେଉଁ ପିଢ଼ି ଅଧିକ ସମୟ ଭଡ଼ାରେ ରହିବେ ବୋଲି ଆଶା କରାଯାଉଥିଲା, ସେମାନେ ପ୍ରାୟତଃ ୩୦ ବର୍ଷ ପୂର୍ବରୁ ହିଁ ଘର କିଣୁଛନ୍ତି କୋଟାକ ମହିନ୍ଦ୍ରା...

ନୀଳାଚଳ ଇସ୍ପାତ ନିଗମରେ ଜରୁରୀକାଳୀନ ସୁରକ୍ଷା ମକ୍‌ଡ୍ରିଲ୍ ଅନୁଷ୍ଠିତ

କଳିଙ୍ଗନଗର, ସେପ୍ଟେମ୍ବର ୨୨,୨୦୨୬ : ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ତଥା ଶିଳ୍ପ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ କଳିଙ୍ଗନଗରସ୍ଥିତ...

ଟିପିସିଓଡିଏଲ୍‌ର ସିଇଓ ଗଜାନନ କାଲେ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ସେପ୍େଟମ୍ବର ୨୨, ୨୦୨୬: ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...

ମୟୂରଭଞ୍ଜରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ଜିଲ୍ଲାରେ ମୋଟ ୧୮ ଲକ୍ଷ ୩୬ ହଜାର ୮୨୨ ଭୋଟର

                     ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର...

ସେମିକନ୍ ଇଣ୍ଡିଆ ୨୦୨୬ ଉଦ୍‌ଯାପିତ;ବିଶ୍ୱ ଚିପ୍ ଶିଳ୍ପରେ ଭାରତର ଭୂମିକା ଆହୁରି ସୁଦୃଢ଼ କରିବ

ଭୁବନେଶ୍ୱର, ୨୧ ସେପ୍େଟମ୍ବର ୨୦୨୬: ବିଶ୍ୱ ସେମିକଣ୍ଡକ୍ଟର ପରିସଂସ୍ଥାନରେ ଭାରତର ବଢୁଥିବା ଭୂମିକାକୁ ପ୍ରଦର୍ଶିତ କରି ତିନିଦିନିଆ ‘ସେମିକନ୍ ଇଣ୍ଡିଆ ୨୦୨୬’ ଉତ୍ସାହଜନକ ପରିବେଶରେ ଉଦ୍‌ଯାପିତ ହୋଇଛି...

You may have missed