ଆୟୁଷ ନିର୍ଦ୍ଦେଶାଳୟରେ ଡାକ୍ତର ଅଭାବ!

0
LEAD Technologies Inc. V1.01

LEAD Technologies Inc. V1.01

କେନ୍ଦ୍ର ତଥା ରାଜ୍ୟ ସରକାର ଆୟୁଷ ଭିତ୍ତିଭୂମି ର ବିକାଶ ପାଇଁ ବେଶ୍ ତତ୍ପର ତଥା ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ତୃଣମୂଳ ସ୍ତରରେ ଡାକ୍ତର ଅଭାବ ପରିଲକ୍ଷିତ ହେବା ବୁଦ୍ଧିଜୀବି ମହଲରେ ଆଲୋଚନାର ଖୋରାକ ଯୋଗାଇଛି।

ସୂଚନାରୁ ପ୍ରକାଶ ଯେ,କୋଣସି କାରଣ ବଶତଃ ସରକାରୀ ଆୟୁର୍ବେଦ ଚିକାତ୍ସାଳୟ କୁରୁମା ବାଙ୍କତାରା ରୂ ଡାକ୍ତର ଅବନୀ କାନ୍ତ ସାହୁଙ୍କୁ ଅପସାରଣ କରାଯାଇ  ଡାକ୍ତର ବସନ୍ତ କୁମାର ସେଠୀ ସରକାରୀ ଆୟୁର୍ବେଦ ଚିକିତ୍ସାନୟ ବରମୂଳ ରୁ ତିନି ଦିନ ଲାଗି କୁରୁମା ବାଙ୍କତାରା ରେ ଡିଉଟି ପାଇଁ ନିର୍ଦ୍ଦେଶ ଦିଆଗଲା। ଆୟୁଷ ନିର୍ଦ୍ଦେଶାଳୟରେ ଏଲ.ଆର.ଏ.ଏମ.ଓ ଙ୍କୁ ଫାଙ୍କା ଥିବା ସରକାରୀ ଚିକିତ୍ସାଳୟରେ କର୍ତ୍ତବ୍ୟ ସମ୍ପାଦନ ର ନିୟମ ରହିଥିଲେ ହେଁ ଜିଲ୍ଲା ଆୟୂବେଦ ଚିକିତ୍ସା ଅଧିକାରୀ ଏତାଦୃଶ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ରେ ପକାଇଛି।ନିବିଘ୍ନ ଆୟୁଷ ସେବା ଲାଗି ଆୟୁଷ ନିର୍ଦ୍ଦେଶିକା ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

You may have missed