ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ରାସ୍ତାଘାଟରେ ପଶୁବଳି ବନ୍ଦ ଓ ବଳି ପ୍ରଥାର ସୁବ୍ୟବସ୍ଥିତ ପରିଚାଳନା ଦାବି
କଳାହାଣ୍ଡି୧୦/୧୦( ପ୍ରବାହ ନ୍ୟୁଜ )ଭବାନୀପାଟଣା ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରା ଆସନ୍ତା ୧୯ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବ। ଏହି ଯାତ୍ରାରେ ପାରମ୍ପରିକ...
