Month: May 2026

ସମରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଫିଲିପ୍ସ ପାଥୋଲୋଜି...

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ମଇ, ୨୦୨୬) ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ...

ପ୍ରବଳ ଖରା ମଧ୍ୟରେ ବିଦ୍ୟୁତ ସଂକଟର ମୁକାବିଲା ପାଇଁ ପିଡିଟିସି ରୁ ହେଉଛି ୨୪ ଘଣ୍ଟିଆ ବିଦ୍ୟୁତ ପରିଚାଳନା ଓ ମନିଟରିଂ

ଭୁବନେଶ୍ୱର, ୨୫ ମଇ ୨୦୨୬: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନେକ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଛି ।...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ରେକର୍ଡ ବିଦ୍ୟୁତ ଚାହିଦା ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା

ଭୁବନେଶ୍ୱର, ୨୩ ମେ, ୨୦୨୬: ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ବିଦ୍ୟୁତ...

ଅଚ୍ୟୁତ ସାମନ୍ତଙ୍କୁ କ୍ରାଇଓଭା ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର, ୨୩ ।୫: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରୋମାନିଆର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁଙ୍ଗେରରେ ନୂତନ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରର ନବିକରଣ

ଭୁବନେଶ୍ୱର, ଓଡିଶା, ୨୩ ମଇ ୨୦୨୬: ଓଡିଶାର ଦୂରଦୂରାନ୍ତ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ, ବେଦାନ୍ତ ଆଲୁମିନିୟମ, ଏହାର ସିଜିମାଲି ବକ୍ସାଇଟ୍ ଖଣିର...

ଅପରେସନ୍ ନେତ୍ରକୁ ବେଦାନ୍ତ ଆଲୁମିନିୟମର ସମର୍ଥନ ଝାରସୁଗୁଡା ପୋଲିସ ଦ୍ୱାରା ଏକ ଜନ ସୁରକ୍ଷା ପଦକ୍ଷେପ

ଝାରସୁଗୁଡ଼ା, ୨୨/୦୫/୨୦୨୬ : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମଗ୍ର ଜିଲ୍ଲାରେ ଯାତ୍ରୀଙ୍କ ସୁରକ୍ଷା, ସ୍ୱଚ୍ଛତା ଏବଂ ସାର୍ବଜନୀନ ପରିବହନ ଉପରେ ଆତ୍ମବିଶ୍ୱାସ ବୃଦ୍ଧି...

କିଟ୍‍ ଏବଂ ୟୁଏନ୍‍ଏସ୍‍ଏସ୍‍ସି ଓ ୟୁଏନ୍‍ଭି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୨ ।୫: ବିଶ୍ୱସ୍ତରୀୟ ସହଯୋଗ ଏବଂ ସେବା ଦିଗରେ କିଟ୍‍ ୟୁନାଇଟେଡ୍‍ ଭଲ୍ୟୁଣ୍ଟିୟରସ (ୟୁଏନ୍‍ଭି) ଓ ୟୁନାଇଟେଡ୍‍ ନେସନ୍‍ସ ସିଷ୍ଟମ ଷ୍ଟାଫ୍‍ କଲେଜ (ୟୁଏନ୍‍ଏସ୍‍ଏସ୍‍ସି) ମଧ୍ୟରେ...

+୨ ପରୀକ୍ଷାରେ ବାରିପଦାର ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭୁତପୁର୍ବ ସଫଳତା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ରେ ବାରିପଦାର ବଡ ବ୍ରାହ୍ମଣମରାସ୍ଥିତ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ...

ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ଦ୍ୱାରା କଳାହାଣ୍ଡି ଏବଂ ରାୟଗଡ଼ାରେ ୬୫,୦୦୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି

ଭୁବନେଶ୍ୱର, ୨୧ ମଇ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଗ୍ରାମୀଣ ସ୍ୱାସ୍ଥ୍ୟସେବା...

ପ୍ରକାଶ ପାଇଲା +୨  ପରୀକ୍ଷା ଫଳ :ରାଜ୍ୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନରେ ପ୍ରିନ୍ସ କଲେଜ ଛାତ୍ର ଛାତ୍ରୀ

ବାରିପଦା , ଚଳିତ ବର୍ଷ ପ୍ରିନ୍ସ କଲେଜର ବାରିପଦା ଏବଂ ବାଲେଶ୍ବର ଶାଖା ତରଫରୁ +୨ ବିଜ୍ଞାନ ଏବଂ କଳାର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ...

ବେଦାନ୍ତଆଲୁମିନିୟମସଚେତନତାପଦକ୍ଷେପମାଧ୍ୟମରେବିଶ୍ୱମହୁମାଛିଦିବସପାଳନକରିଛି

ଝାରସୁଗୁଡ଼ା, ଓଡ଼ିଶା, 20 ମଇ 2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ, ବେଦାମୃତର ତତ୍ତ୍ୱାବଧାନରେ ଆୟୋଜିତ ସଚେତନତା ଏବଂ...

 ବିଜେପୁରରେ ବିଦ୍ୟୁତ୍ ଯୋଗାଣ ହେଲା ଅଧିକ ସୁଦୃଢ଼: ନୂତନ ୩୩କେ.ଭି.ଫିଡର ଲାଇନ୍ ଦ୍ୱାରା ୧୨ ହଜାରରୁ ଅଧିକ ଗ୍ରାହକ ପାଇଲେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା

ବୁର୍ଲା, ୨୦ ମଇ ୨୦୨୬: ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳରେ ଗ୍ରାହକଙ୍କୁ ଅଧିକ ଉନ୍ନତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ପ୍ରଦାନ ଦିଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା...

ଯୁକ୍ତ୨ରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍

ଭୁବନେଶ୍ୱର, ୨୦ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍‍ର...

ହକି ତାରକା ଅଲିମ୍ପିଆନ୍ ଅମିତ ରୋହିଦାସ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ନିଜ ଘରେ ସୌର ଶକ୍ତି ଆପଣେଇ ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା

ଭୁବନେଶ୍ୱର, ମେ ୨୦: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ୍ ଅମିତ ରୋହିଦାସ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ନିଜ ଘରେ ରୁଫ୍‌ଟପ୍...