କିଟ୍ ରେ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା ମୋଟ ପ୍ରୋତ୍ସାହନ ରାଶି ଅଢ଼େଇ କୋଟି ଟଙ୍କା
ଭୁବନେଶ୍ୱର, ୨୩ ।୧୦: ଜାପାନରେ ଆୟୋଜିତ ୨୦୨୬ ଏସୀୟ କ୍ରୀଡ଼ା ଓ ଗ୍ଲାସ୍ଗୋରେ ଆୟୋଜିତ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କିଟ୍ ଓ କିସ୍ର...
