ମୟୂରଭଞ୍ଜରେ ବେକାରୀ ଦୂର ପାଇଁ ମନ୍ତ୍ରୀଙ୍କ ନିଆରା ପଦକ୍ଷେପ:ଯୁବକଙ୍କୁ ବାଣ୍ଟିଲେ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ , ସ୍ୱାବଲମ୍ବୀ ହେବାର ଦେଖାଇଲେ ବାଟ
ବାରିପଦା ୨୮/୧୦(ପ୍ରବାହ ନ୍ୟୁଜ): ଅଭାବ ଆଉ ଅସହାୟତା ଭିତରେ ଜୀବନ ବିତାଉଥିବା ଗରିବ ପରିବାରର ଯୁବକଯୁବତୀଙ୍କ ପାଇଁ ଆଶାର ନୂଆ କିରଣ। ହାତକୁ କାମ ନାହିଁ, ପରିବାର...
