ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରସ୍ତୁତ, ବିଦ୍ୟୁତ୍ ସେବାର ଶୀଘ୍ର ପୁନରୁଦ୍ଧାର ପାଇଁ ୮,୬୫୮ କର୍ମଚାରୀ ମୁତୟନ
ବୁର୍ଲା, ୨୬ ଅକ୍ଟୋବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା, ଉପଭୋକ୍ତାଙ୍କ ନିରାପତ୍ତା ଏବଂ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ...
