ଜାତୀୟ ବିଦ୍ୟୁତ ମାନ୍ୟତାରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ବଡ଼ ସଫଳତା, ଶକ୍ତି ମନ୍ତ୍ରଣାଳୟର ୧୪ତମ ସମନ୍ୱିତ ରେଟିଂ ରିପୋର୍ଟରେ ହାସଲ କଲେ ସର୍ବୋଚ୍ଚ ଗ୍ରେଡ୍
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଶକ୍ତି କ୍ଷେତ୍ରରେ ଓଡ଼ିଶାର ସଫଳତା ପୁଣି ଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ ଆର୍ôଥକ...
