ପଶ୍ଚିମ ଓଡ଼ିଶାରେ ଗଭୀର ନିଯୁକ୍ତି ସଙ୍କଟର ଗ୍ରାଉଣ୍ଡ କନେକ୍ଟ ଫଳାଫଳ ପ୍ରକାଶିତ, ନିଯୁକ୍ତି-କେନ୍ଦ୍ରିକ ବିକାଶ ଉପରେ ଧ୍ୟାନ ଦେଲେ ୩୫,୦୦୦ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରହାର ପକ୍ଷରୁ କୁହାଯାଇଛି
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ପ୍ରହାର - ନିଯୁକ୍ତି, ଜୀବିକା ଏବଂ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିକ ବିକାଶ ସଂଗଠନ, ଅସହାୟତା ବିରୁଦ୍ଧରେ...
