ବେଦାନ୍ତ ଆଲୁମିନିୟମ୍ ଡୁସେଲଡର୍ଫରେ ‘ଆଲୁମିନିୟମ୍ ୨୦୨୬’ରେ ନିଜର ବିଶ୍ୱସ୍ତରୀୟ ଗ୍ରାହକ ସମ୍ପର୍କକୁ ସୁଦୃଢ଼ କରିଛି
ଭୁବନେଶ୍ୱର, ଅକ୍ଟୋବର ୧୪, ୨୦୨୬:ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଜର୍ମାନୀର ଡୁସେଲଡର୍ଫଠାରେ ଆୟୋଜିତ ଆଲୁମିନିୟମ୍ ଶିଳ୍ପର ଅନ୍ୟତମ ପ୍ରମୁଖ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ...
